ଆପଣ କଣ ଓଜନ କମେଇବାକୁ ଚାହୁଁଛନ୍ତି? ଜିମ୍ ଯାଉଛନ୍ତି, ଡାଏଟ୍ କରୁଛନ୍ତି, ତଥାପି ପେଟ କମୁନି?

 ଗୁରୁସ୍ୱାମୀ ପ୍ରଣାମ! 🙏


ନମସ୍କାର! ସ୍ୱାସ୍ଥ୍ୟ ଚେତନା ଚରମ ପଥକୁ ସ୍ୱାଗତ। 


ଆପଣ କଣ ଓଜନ କମେଇବାକୁ ଚାହୁଁଛନ୍ତି? ଜିମ୍ ଯାଉଛନ୍ତି, ଡାଏଟ୍ କରୁଛନ୍ତି, ତଥାପି ପେଟ କମୁନି? 


ଚିନ୍ତା କରନ୍ତୁନି! ଆଜି ମୁଁ ଆପଣଙ୍କୁ କହିବି 5000 ବର୍ଷ ପୁରୁଣା ଆୟୁର୍ବେଦର ଗୋଟେ ସହଜ ସମାଧାନ - ଜିରା ପାଣି!


ଆମ ଶାସ୍ତ୍ର କହେ - ଶରୀରମାଦ୍ୟଂ ଖଲୁ ଧର୍ମସାଧନମ୍ - ଶରୀର ହିଁ ସବୁ କାମର ମୂଳ!


ଅର୍ଲି ଟୁ ବେଡ୍ ଅର୍ଲି ଟୁ ରାଇଜ୍ ମେକ୍ସ ଏ ମ୍ୟାନ୍ ହେଲ୍ଦି ୱେଲ୍ଦି ଆଣ୍ଡ ୱାଇଜ୍।


ଉଠିବା ସମୟ ବ୍ରାହ୍ମ ମୁହୂର୍ତ୍ତ ରେ ଉଠନ୍ତୁ - ଅର୍ଥାତ ରାତି 3 ରୁ ସକାଳ 6 ମଧ୍ୟରେ! ଏଇ ସମୟ ଦେବତାଙ୍କ ସମୟ, ପ୍ରାଣବାୟୁ ଶୁଦ୍ଧ ଥାଏ!


ସକାଳେ ଉଠି ଆଗରୁ କହିଥିବା ମୁତାବକ ଚାଲନ୍ତୁ, Exercise କରନ୍ତୁ।


ସକାଳ ଗାଧୁଆ ଦେହକୁ ହିତ! ଗାଧୋଇବାକୁ ଚେଷ୍ଟା କରନ୍ତୁ, ନଚେତ ଅଙ୍ଗ ଶୌଚ କରନ୍ତୁ - ମୁହଁ, ହାତ, ଗୋଡ ଧୋଇ ପବିତ୍ର ହୁଅନ୍ତୁ।


ତାପରେ ନିଜ ନିଜ ର ଗୁରୁଦେବଙ୍କୁ ପ୍ରଣାମ ପୂର୍ବକ ସାଷ୍ଟାଙ୍ଗ ପ୍ରଣାମ ଦୁଇଥର କରିବାକୁ ଚେଷ୍ଟା କରନ୍ତୁ।


ସାଷ୍ଟାଙ୍ଗ ପ୍ରଣାମ ଯଦି ଜାଣି ନାହାନ୍ତି, ତାହେଲେ ଏହି CHARAMA PATHA Channel ରେ ଆପଣ ମାନେ ପାଇ ପାରିବେ!


ଅର୍ଥାତ ଆଠ ଟି ଅଙ୍ଗ ମାଟିରେ ଲାଗିବ:

1. ଯୋଡ଼ା ହାତ - ଦୁଇ ହାତ ପାପୁଲି ମାଟିରେ

2. ଯୋଡ଼ା ଗୋଡ - ଗୋଟିଏ ପରେ ଗୋଟିଏ ପାଦ ଅଗ୍ରଭାଗ ମାଟିରେ

3. ଦୁଇ ଆଣ୍ଠୁ - ଉଭୟ ଆଣ୍ଠୁ ମାଟିରେ


    4.ମୁଣ୍ଡ - ନାକ ଓ କପାଳ ମାଟିରେ ଲାଗିବ l


ଏହା Acupressure ଭଳି କାମ କରିବ, ସବୁ ନାଡ଼ୀ ଖୋଲିଯିବ! ମେରୁଦଣ୍ଡ ସିଧା ହେବ, ରକ୍ତ ସଞ୍ଚାଳନ ବଢିବ!


ତାପରେ ଜିରା ପାଣି ପିଅନ୍ତୁ - ଓଜନ 2 ଗୁଣ ତେଜ୍ ରେ କମିବ!


ଜିରା ରେ ଥାଏ ଥାଇମୋକ୍ୱିନୋନ୍ ନାମକ ତତ୍ୱ। ଏଇଟା ଆପଣଙ୍କ ମେଟାବୋଲିଜିମ୍ କୁ 3 ଗୁଣ ତେଜ୍ କରେ।


ଇରାନ୍ ର ତେହେରାନ୍ ୟୁନିଭର୍ସିଟି ର ରିସର୍ଚ୍ଚ କହେ - 88 ଜଣ ମୋଟା ମହିଳାଙ୍କୁ 3 ମାସ ଦିନକୁ 2 ଥର ଜିରା ଦିଆଗଲା। ରିଜଲ୍ଟ: 14 ପଏଣ୍ଟ 64 ପ୍ରତିଶତ ବଡି ଫ୍ୟାଟ୍ କମିଲା, 4 ପଏଣ୍ଟ 9 କେଜି ଓଜନ କମିଲା!


ଜିରା ପାଣି କେମିତି ବନେଇବେ? ରାତିରେ 1 ଚାମଚ ଜିରା 1 ଗ୍ଲାସ ପାଣିରେ ଭିଜେଇ ଦିଅନ୍ତୁ। ସକାଳେ 5 ମିନିଟ୍ ଫୁଟାଇ ଖାଲି ପେଟରେ ପିଅନ୍ତୁ।


3ଟା ନିୟମ:

ପ୍ରଥମ - ବ୍ରାହ୍ମ ମୁହୂର୍ତ୍ତରେ ଅର୍ଥାତ 3 ରୁ 6 ଟା ଭିତରେ ପିଅନ୍ତୁ।

ଦ୍ୱିତୀୟ - 30 ଦିନ ଲଗାତାର ପିଅନ୍ତୁ। 30 ଦିନରେ 4 ରୁ 5 କେଜି ପକ୍କା କମିବ!

ତୃତୀୟ - ଗର୍ଭବତୀ ମହିଳା ଖାଆନ୍ତୁନି।


ଆହୁରି ତେଜ୍ ରିଜଲ୍ଟ ପାଇଁ: ଜିରା ସାଥିରେ ଅଧା ଚାମଚ ମେଥି ଭିଜାନ୍ତୁ। ଶୋଇବା 1 ଘଣ୍ଟା ପୂର୍ବରୁ ପିଇଲେ ରାତିସାରା ଫ୍ୟାଟ୍ ବର୍ଣ୍ଣ ହେବ। ଜିରା ପାଣି ପିଇ 30 ମିନିଟ୍ ଚାଲନ୍ତୁ - 1 ମାସରେ 8 କେଜି ପର୍ଯ୍ୟନ୍ତ କମିବ!


ମନେରଖନ୍ତୁ - ଚିନି ବନ୍ଦ କରନ୍ତୁ, ମଇଦା ବନ୍ଦ କରନ୍ତୁ, ରାତି 9 ପରେ ଖାଆନ୍ତୁନି, ଆଉ ଖାଦ୍ୟ ଖାଇଲା ବେଳେ କଥା ହୁଅନ୍ତୁନି। ଆୟୁର୍ବେଦ କହେ ମୌନଂ ଭୋଜନେ!


ଏହି ଭଳି ଅନେକ ତଥ୍ୟ - ନିରୋଗ ରହିବାର ପଦ୍ଧତି ସବୁ ଆପଣ ମାନଙ୍କୁ ଏହି CHARAMA PATHA Channel ରେ ଦିଆଯିବ!


ତେବେ ଆଜିର ଚ୍ୟାଲେଞ୍ଜ: କାଲି ବ୍ରାହ୍ମ ମୁହୂର୍ତ୍ତରେ ଉଠି, ସାଷ୍ଟାଙ୍ଗ ପ୍ରଣାମ କରି, ଜିରା ପାଣି ପିଇ ଓଜନ ମାପନ୍ତୁ। 30 ଦିନ ପରେ ପୁଣି ମାପନ୍ତୁ। କମେଣ୍ଟ ରେ ଡେ 1 ଲେଖି ଷ୍ଟାର୍ଟ କରନ୍ତୁ।


ଭିଡିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ଶେୟାର କରନ୍ତୁ, ଆଉ ଚରମ ପଥ ଚ୍ୟାନେଲ କୁ ସବସ୍କ୍ରାଇବ କରନ୍ତୁ।


କାଲି ପେଟ ଚର୍ବି 7 ଦିନରେ କମେଇବା ର ସିକ୍ରେଟ୍ ଟିପ୍ସ ଆସିବ!


ଜୟ ଚରମ ପଥ! ଜୟ ସ୍ୱାସ୍ଥ୍ୟ ଚେତନା!

Comments

Popular posts from this blog

ନିରୋଗ ରହିବାର 13ଟା ମହାମନ୍ତ୍ର - ଶାସ୍ତ୍ର, ଆୟୁର୍ବେଦ, Science ଓ ସବୁ ଧର୍ମର ଗୁରୁ ମାନଙ୍କ ଆଶୀର୍ବାଦରେ 100 ବର୍ଷ ରୁ ଅଧିକ ସୁସ୍ଥ ଜୀବନ

ଖାଦ୍ୟର 3 ପ୍ରକାର - ବିଜ୍ଞାନ କହୁଛି ଆପଣ କେଉଁ ଖାଦ୍ୟ ଖାଇ ରୋଗୀ ହେଉଛନ୍ତି?

ସାବିତ୍ରୀ ବ୍ରତ - ପ୍ରେମ ଓ ସଂକଳ୍ପର ଶକ୍ତି